Below header
Browsing Tag

gajapati district top

ପୁଣି ଗଜପତି ଜିଲ୍ଲାକୁ ସଫଳତା, ଫାଇନାନ୍‌ସିଆଲ୍‌ ଇନ୍‌କ୍ଲୁଜନ୍‌ ଆଣ୍ଡ ସ୍କିଲ ଡେଭଲପ୍‌ମେଣ୍ଟରେ ପୁରସ୍କୃତ

ଗଜପତି(କେନ୍ୟୁଜ୍) : ପୁଣି ଗଜପତି ଜିଲ୍ଲାକୁ ସଫଳତା। ସମଗ୍ର ଦେଶରେ ୧୧୫ଟି ଅନୁନ୍ନତ ଜିଲ୍ଲାର ବିକାଶ ଧାରାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୀତି ଆୟୋଗ ଡେଲ୍‌ଟା ର‍୍ୟାକିଙ୍ଗ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ବିକାଶ ଧାରାକୁ ନେଇ ପୁରସ୍କୃତ କରାଯାଇଛି । ୨୦୧୮ ନଭେମ୍ବର ଡିସେମ୍ବର ମଙ୍କସର…