Below header
Browsing Tag

gambling den

ଜୁଆଖେଳ ଚାଲିଥିବା ବେଳେ ଆସିକା ଥାନା ପୋଲିସର ଚଢ଼ାଉ, ୮ ଜୁଆଡି ଗିରଫ

ଭଞ୍ଜନଗର(କେନ୍ୟୁଜ୍): ଜୁଆଖେଳ ଚାଲିଥିବା ବେଳେ , ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସର ଚଢ଼ାଉ ‌। ଘଟଣାସ୍ଥଳରୁ ୮ ଜଣ ଜୁଆଡିଙ୍କୁ କଲା ଗିରଫ । ଏହାସହ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୫୪ ହଜାର ଟଙ୍କା , ୪ ଟି ମୋଟର ସାଇକେଲ ଓ ୮ ଟି ମୋବାଇଲ ଜବତ କରିଛି ପୋଲିସ୍ । ଆସିକା ଥାନା ଅନ୍ତର୍ଗତ…

ବେଆଇନ ଜୁଆ ଆଡ୍ଡା ଉପରେ ଟାଙ୍ଗି ପୋଲିସର ଚଢାଉ, ୧୭ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର…

ଟାଙ୍ଗି : ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ । କଟକ ଟାଙ୍ଗି ଥାନା ଅର୍ନ୍ତଗତ ମଙ୍ଗୁଳି ଛକ ଠାରେ ଟାଙ୍ଗି ପୋଲିସ ଚଢାଉ କରି ୧୭ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ୧୧ଟି ବାଇକ, ସ୍କୁଟି ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରିଛି । ସମସ୍ତ ଗିରଫ ଅଭିଯୁକ୍ତ ହେଲେ କଟକ, ଜଗତପୁର, ଚୌଦ୍ୱାର,…