Below header
Browsing Tag

gang arrested in khurda

NOC ଜାଲିଆତି କରି ଗାଡ଼ି ବିକୁଥିବା ଗ୍ୟାଙ୍ଗ ଗିରଫ, ଖୋର୍ଦ୍ଧାରୁ ଭଦ୍ରକ ଯାଏ ଲମ୍ବିଥିଲା ଠକେଇର ଚେର

ଭୁବନେଶ୍ୱର (କେନ୍ୟୁଜ): ଏନଓସି ଜାଲିଆତି କରି ଗାଡି ବିକୁଥିବା ଗ୍ୟାଙ୍ଗ ଗିରଫ । ଖୋର୍ଦ୍ଧାରୁ ଭଦ୍ରକ ଯାଏ ଲମ୍ବିଥିଲା ଠକେଇର ଚେର । ଫାଇନାନ୍ସ ଗାଡିକୁ କମ୍‌ ଟଙ୍କାରେ କିଣି ଜାଲ କାଗଜପତ୍ର ତିଆରି କରୁଥିଲେ । ଏହାର ମିଛ ଏନଓସି ତିଆରି କରି ଗାଡି ବିକ୍ରି କରୁଥିଲେ ଗ୍ୟାଙ୍ଗ । ଗାଡି…

BMWରେ ଆସି ମର୍ଡର : ୬ ଜଣିଆ ଗ୍ୟାଙ୍ଗକୁ କାବୁ କଲା ପୋଲିସ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ ଛୁରାମାଡ । ଖୋର୍ଦ୍ଧାରେ ମର୍ଡର । ସମାନ ଢଙ୍ଗରେ ଏବଂ ସମାନ ଗ୍ୟାଙ୍ଗ ଘଟାଇଛି କାଣ୍ଡ। ଏଭଳି ଏକ ଗ୍ୟାଙ୍ଗକୁ କାବୁ କରିଛି ଖୋର୍ଦ୍ଧା ପୋଲିସ । ସୂଚନା ଥାଉକି, ଗତ ମଙ୍ଗଳବାର ନୟାପଲ୍ଲୀ ଅଞ୍ଚଳରେ ଗାଡି ସାଇଡ ନଦେବାରୁ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଛୁରାମାଡ କରି…