Below header
Browsing Tag

ganja seized in baliguda

ବାଲିଗୁଡା ପୋଲିସର ପେଟ୍ରୋଲିଂ ବେଳେ ୪୦ କେଜିରୁ ଅଧିକ ଗଞ୍ଜେଇ ଜବତ, କାର୍ ଛାଡି ୨ ମାଫିଆ ଫେରାର୍

ବାଲିଗୁଡା: ଗଞ୍ଜେଇ ମାଫିଆଙ୍କ ଉଦ୍ୟମ ପଣ୍ଡ । ଗଞ୍ଜେଇ ଭର୍ତ୍ତି କାରକୁ ଛାଡି ଦୁଇ ଗଞ୍ଜେଇ ମାଫିଆ ଫେରାର । ବାଲିଗୁଡା ପୋଲିସର ପେଟ୍ରୋଲିଂ ବେଳେ ବୁଡାଗୁଡା ରାସ୍ତା ନିକଟରେ ଏକ କାରରୁ ୪୦ କେଜି ପାଞ୍ଚ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ସୂଚନା ଅନୁଯାୟୀ ବାଲିଗୁଡା ପୋଲିସର ଏକ ଟିମ୍‌…

ଗଞ୍ଜେଇ ଚାଷ ନଷ୍ଟ ଅପରେସନ୍: ସାମିଲ୍ ହେଲେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଥାନା ଅଧିକାରୀ, ନଷ୍ଟ କଲେ…

ବାଲିଗୁଡା : ବାଲିଗୁଡା ପୋଲିସର ଅପରେସନ୍‌ ଗଞ୍ଜେଇ ଚାଷ ନଷ୍ଟ । ପ୍ରାୟ ୧୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ନିଜେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ପ୍ରାୟ ୧୭୦…