Browsing Tag

garbage picked

ଚାଲିଗଲେ ଆନ୍ଦୋଳନକାରୀ: ୧୦ ଘଣ୍ଟା ଧରି ଅଳିଆ ସଫା କଲେ ଯୁବକ, ଉପହାରରେ ମିଳିଲା କାର

ଆମେରିକାର ମିନେପୋଲିସ ସହରରେ ପୋଲିସ ହେପାଜତରେ ଥିବା ଜର୍ଜ ଫ୍ଲୋୟଡ ନାମକ ଜଣେ କୃଷକାୟଙ୍କ ମୃତ୍ୟୁ ପରେସାରା ଆମେରିକାରେ ପ୍ରତିବାଦରେ ନିଆଁ ଜଳିଥିଲା। ଲୋକେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆମେରିକାର ୧୪୦ଟି ସହର ଜଳୁଛି। ଏସବୁ ଭିତରେ ଜଣେ ବ୍ୟକ୍ତି ସ୍ୱତନ୍ତ୍ର କାମ କରି…