Below header
Browsing Tag

garlic water

ପେଟର ଚର୍ବିକୁ କମ୍ କରିବାକୁ ଚାହୁଁଛନ୍ତି କି? ପ୍ରତ୍ୟେକ ଦିନ ପିଅନ୍ତୁ ରସୁଣ ପାଣି, ମିଳିବ ଜବରଦସ୍ତ ଫାଇଦା

ବର୍ତ୍ତମାନ ଜଙ୍କ ଫୁଡ ଓ ଫାଷ୍ଟଫୁଡ ଆମ ଖାଦ୍ୟର ଏକ ପ୍ରମୁଖ ଅଂଶ ହୋଇଯାଇଛି। ଏହା ମଧ୍ୟ କହିବା ଭୁଲ୍ ହେବ ନାହିଁ ଯେ କିଛି ଲୋକଙ୍କ ପାଇଁ ଦିନର ସମ୍ପୂର୍ଣ୍ଣ ଭୋଜନ ହେଉଛି ଫାଷ୍ଟଫୁଡ୍ । ଏଭଳି ପରିସ୍ଥିତିରେ ପେଟର ଚର୍ବି ବୃଦ୍ଧି ହେବା ସ୍ୱାଭାବିକ। ଅନିୟନ୍ତ୍ରିତ ଖାଦ୍ୟ ହେତୁ ଏହି ଚର୍ବି…