Below header
Browsing Tag

Gaza ceasefire extended

ଗାଜାରେ ପୁଣି ୨ ଦିନ ବଢ଼ିଲା ଯୁଦ୍ଧ ବିରାମ: ଆଉ ୧୧ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ

ନୂଆଦିଲ୍ଲୀ : ଆଉ ଦୁଇ ଦିନ ବଢ଼ିଲା ଇସ୍ରାଏଲ - ହମାସ ଯୁଦ୍ଧ ବିରାମ। ପୂର୍ବ ଚୁକ୍ତି ଅନୁସାରେ ଗତକାଲି ଶେଷ ହେଉଥିଲା ୪ ଦିନିଆ ଯୁଦ୍ଧ ବିରାମ। ଆଉ ଦୁଇ ଦିନ ବଢ଼ିବା ନେଇ କତାର ପକ୍ଷରୁ ସୂଚନା ଦିଆଯାଇଥିଲା । ହମାସ- ଇସ୍ରାଏଲ ଆଲୋଚନାରେ ମଧ୍ୟସ୍ଥତା କରୁଛି କତାର। ଯୁଦ୍ଧ ବିରାମ ବଢ଼ିବା ପରେ…