Browsing Tag

girl kills man who tried to rape her

ବଳାତ୍କାର କରିବାକୁ ଉଦ୍ୟମ କରୁଥିବା ଯୁବକକୁ ଛୁରୀ ଭୁସି ହତ୍ୟା କଲା ଯୁବତୀ

ବଳାତ୍କାର ଉଦ୍ୟମ କରୁଥିବା ଯୁବକକୁ ଜୀବନରୁ ମାରିଦେଲା ଯୁବତୀ। ଚେନ୍ନାଇର ତିରୁବଲ୍ଲୁର ଜିଲ୍ଲାର ଶୋଲାବରମ୍‌ ପୋଲିସ ଷ୍ଟେସନ୍‌ ଅଞ୍ଚଳରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଜଣେ ୨୬ ବର୍ଷ ଯୁବକ ଛୁରୀ ଦେଖାଇ ବଳାତ୍କାର କରିବାକୁ ଉଦ୍ୟମ କରିଥିଲା।…