Below header
Browsing Tag

girl students

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ରାଜରାସ୍ତାରେ ସ୍କୁଲ ଛାତ୍ରୀ

ମୟୁରଭଞ୍ଜ (କେନ୍ୟୁଜ): ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ରାଜରାସ୍ତାରେ ସ୍କୁଲ ଛାତ୍ରୀ । ଖାରାରେ ରାସ୍ତା ଅବରୋଧ କରି ଧାରଣାରେ ବସିଲେ ଶତାଧିକ ଛାତ୍ରୀ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ପାଇକବାସା ଗ୍ରାମରେ । ପାଇକବସା…

ଆଫଗାନିସ୍ତାନରେ ୮୦ ସ୍କୁଲ ଛାତ୍ରୀଙ୍କୁ ବିଷ ଦେଇ ଆକ୍ରମଣ

(କେନ୍ୟୁଜ ବ୍ୟୁରୋ): ଆଫଗାନିସ୍ତାନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ପାଖାପାଖି ୮୦ ଜଣ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଜଣା ପଡ଼ିଛି । ଉତ୍ତର ଅଞ୍ଚଳରେ ଅବସ୍ଥିତ ସର-ଏ-ପୁଲ ପ୍ରାନ୍ତରେ ଏଭଳି ଘଟଣା ଘଟିଛି । ଶିକ୍ଷାର ପ୍ରାନ୍ତ ବିଭାଗ ନିର୍ଦ୍ଦେଶକ ମୋହମ୍ମଦ ରହମାନୀ ଏହି ଘଟଣା…

ଟ୍ରାକ୍ଟରରେ ନଦୀ ପାର ହୋଇ ମାଟ୍ରିକ୍‌ ପରୀକ୍ଷା ପାଇଁ ଯାଉଛନ୍ତି ଛାତ୍ରୀ

ବରଗଡ଼(କେନ୍ଯୁଜ୍): ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ନଦୀ ପାର ହେବାକୁ ପଡେ । ଏପରିକି ଛାତ୍ରୀମାନେ ଟ୍ରାକ୍ଟରରେ ଯାଆନ୍ତି ପରୀକ୍ଷା କେନ୍ଦ୍ର । ଏପରି ଏକ ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ଏଦୃଶ୍ୟ ବରଗଡ଼ ପଦ୍ମପୁର ଅଞ୍ଚଳର । ଚର୍ଦାପାଲିରେ ଥିବା ଆବାସିକ ଉଚ୍ଚ ବିଦ୍ୟାଳୟର…