Below header
Browsing Tag

Glacier moving on road

ହିମାଚଳ ପ୍ରଦେଶ ରାସ୍ତାରେ ଅଚାନକ ମାଡ଼ି ଆସିଲା ବିଶାଳ ବରଫ ପାହାଡ଼, କଣ ହେଲା ଦେଖନ୍ତୁ ଭିଡିଓ

ଏବେ ସାରା ଦେଶରେ ଭୀଷଣ ଶୀତ ଅନୁଭୂତ ହେଉଛି । ହେଲେ ଆପଣ ଜାଣନ୍ତି ଆମ ଓଡ଼ିଶାରେ ସିନା ଆମେ ଦାରିଙ୍ଗବାଡ଼ି କି ଅନ୍ୟ କେଉଁଠି ବରଫ ଖୋଜିବୁଲୁ କିନ୍ତୁ ହିମାଚଳ ପ୍ରଦେଶରେ ଖାଲି ବରଫ ଆଉ ବରଫ ଦେଖିବାକୁ ମିଳେ । ଏଠାକାର ଲୋକେ ହଇରାଣ ହେଉଥିବା ବେଳେ ବାହାରୁ ଆସୁଥିବା ପର୍ଯ୍ୟଟକ ଏହାକୁ ଉପଭୋଗ…