Below header
Browsing Tag

goodnews

୨ ଫୁଟ୍‌ର ବରକୁ ମିଳିଲା ୬ ଫୁଟ୍‌ର କନିଆଁ, ସୋସିଆଲ ମିଡିଆରେ ବୋବାଲ୍‌ କରୁଛି ବିବାହ ବେଳର ଡ୍ୟାନ୍ସ ଭିଡିଓ

ପାକିସ୍ତାନର ଦୁଇ ଫୁଟିଆ ଯୁବକ ବୁରହାନ୍‌ ଚିଶ୍‌ତିଙ୍କ ବିବାହ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି। ଭିଡିଓରେ ସେ ଏକ ପଞ୍ଜାବୀ ଗୀତରେ ଧମାକାଦାର ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ତାହା ପୁଣି ୬ ଫୁଟ ଉଚ୍ଚତାର ଜଣେ ସୁନ୍ଦରୀ ଯୁବତୀଙ୍କ ସହିତ। ଚିଶ୍‌ତିଙ୍କୁ ଲୋକେ…

ସଲମାନଙ୍କ ଜନ୍ମଦିନରେ ଅକ୍ଷୟ- କରିନା ଦେବେ ‘ଗୁଡ ନ୍ୟୁଜ୍’

ମୁମ୍ବାଇ : ବଲିଉଡର ଖିଲାଡି ଅକ୍ଷୟ କୁମାର ଏବଂ କରିନା କପୁରଙ୍କ ଆଗାମୀ ଫିଲ୍ମ ‘ଗୁଡନ୍ୟୁଜ’ର ଖୁବ ଦିନରୁ ଅପେକ୍ଷା କରିଛନ୍ତି ପ୍ରଶଂସକ। ଏନେଇ ଫ୍ୟାନ୍ସଙ୍କୁ ଫିଲ୍ମର ରିଲିଜ୍ ଡେଟ ଘୋଷଣା କରାଯାଇଛି। ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୨୭ ଅର୍ଥାତ୍ ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ବର୍ଥଡେ ଦିନ…