Browsing Tag

gun sized

ମୟୁରଭଞ୍ଜ ପୋଲିସକୁ ବଡ଼ ସଫଳତା: ଶିମିଳିପାଳରୁ ପୁଣି ୭୧ଟି ବେଆଇନ ଦେଶୀ ବନ୍ଧୁକ ଜବତ

ମୟୁରଭଞ୍ଜ (କେନ୍ୟୁଜ): ମୟୁରଭଞ୍ଜ ପୋଲିସକୁ ବଡ଼ ସଫଳତା। ଶିମିଳିପାଳରୁ ପୁଣି ଦେଶୀ ବନ୍ଧୁକ ଜବତ। ଶିମିଳିପାଳ ସଂଲଗ୍ନ ବିଭିନ୍ନ ଥାନା ଅଞ୍ଚଳରୁ ୭୧ଟି ଦେଶୀ ବନ୍ଧୁକ ଜବତ। ଶିମିଳିପାଳ ସଂଲଗ୍ନ ୧୪ଟି ଥାନାରେ ୩୨ ଟି ମାମଲା ରୁଜୁ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଜବତ ହୋଇଥିଲା ୧୬୫ଟି ବନ୍ଧୁକ।…