Browsing Tag

gurujat crime

କୁକୁରର ନାମ ‘ସୋନୁ’ ରଖିବା ପଡିଲା ମହଙ୍ଗା, ମହିଳାଙ୍କୁ ଘରେ ପଶି ଜୀଅନ୍ତା ଜଳାଇଲେ ପଡୋଶୀ

ଆଜିକାଲି ଅନେକ ଲୋକ ସ୍ନେହରେ ଘରେ ପୋଷା କରି ରଖୁଥିବା କୁକୁରର ଅନେକ ନାମ ଦେଇଥାନ୍ତି। କିନ୍ତୁ କୁକୁର ନାମ ଯୋଗୁଁ କେବେ କେହି ମରଣ ମୁହଁରେ ପଡିଥିବା ଖବର ହୁଏତ ଆପଣ ଜାଣିନଥିବେ। ଏମିତି ଏକ ଘଟଣା ଗୁଜରାଟରେ ଘଟିଛି। ଯେଉଁଠି କୁକୁର ନାମ ଯୋଗୁଁ ମହିଳା ଅର୍ଦ୍ଧ ଦଗ୍ଧ ହୋଇଛନ୍ତି। ଘଟଣାରେ ୩୫…