ଆଉ ୪ ଦିନ ପଶ୍ଚିମାଝଡ଼ ବର୍ଷା, କିଛି ସ୍ଥାନରେ କୁଆପଥର ମାଡ଼ ସହ ହେବ ପ୍ରବଳ ବର୍ଷା
ଭୁବନେଶ୍ୱର : ତାତିରୁ ଆଶ୍ବସ୍ତି। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ପଶ୍ଚିମାଝଡ଼ ସହ ବିହାର ଠାରୁ ଉତ୍ତର ଉପକୂଳ ପର୍ଯ୍ୟନ୍ତ ବ୍ୟାପି ରହିଛି ଟ୍ରଫଲାଇନ । ପ୍ରଭାବରେ ୧୭ ତାରିଖ ଯାଏ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ ଓ କୁଆପଥର ମାଡ଼ ନେଇ…