Browsing Tag

hanging dead body of love birds found

ଗଛରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ

ଯାଜପୁର ଟାଉନ(କେନ୍ୟୁଜ) : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଗଣପତିପାଟଣାରେ ପ୍ରେମୀଯୁଗଳଙ୍କ ମୃତଦେହ ଠାବ ହୋଉଛି। ଉଭୟଙ୍କ ଶବ ଝୁଲନ୍ତା ଅବସ୍ଥାରେ ଗଛରେ ଝୁଲୁଥିବା ଦେଖାଯାଇଛି । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା ବୋଲି ଶୁଣାଯାଉଛି । ତେବେ ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ହିଁ…