Below header
Browsing Tag

harleen sethi

ବିକ୍କି-କ୍ୟାଟ୍‌ଙ୍କ ବିବାହ ପୂର୍ବରୁ ବିକ୍କିଙ୍କ ପୂର୍ବତନ ପ୍ରେମିକା ହରଲିନ ସେଠୀଙ୍କ ପୋଷ୍ଟ ଭାଇରଲ

ଅଭିନେତା ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହ ଖବର ଏବେ ସବୁ ମିଡିଆରେ ଶିରୋନାମା ପାଲଟିଛି। ଏହି ଦୁହେଁ ବିବାହ ପାଇଁ ପଇସାକୁ ପାଣି ପରି ଖର୍ଚ୍ଚ କରୁଛନ୍ତି। ଦାମୀ ଡ୍ରେସ, ବିବାହ ମେନ୍ୟୁ, ମେହେନ୍ଦୀ ସବୁକିଛି ଚର୍ଚ୍ଚାକୁ ଆସିବା ପରେ ଏବେ ବିକ୍କିଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡଙ୍କ…