Browsing Tag

Harley-Davidson Street 750

Harley-Davidson କିଣିବାକୁ ଚାହୁୁଁଛନ୍ତି, ୬୫ ହଜାର ଟଙ୍କା ଶସ୍ତା ହେଲା ଏହି ବାଇକ୍‌

Harley-Davidson ବାଇକ୍‌ ଚଲାଇବାକୁ କିଏ ବା ପସନ୍ଦ କରେନି। ଯଦି ଆପଣଙ୍କର ଏହି ବାଇକ ପସନ୍ଦ ଆଉ ଆପଣ ଏହାକୁ କିଣିବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆମେରିକାନ ଫ୍ଲାଗସିପ ମୋଟରସାଇକେଲ ନିର୍ମାଣ କରୁଥିବା ହାର୍ଲି ଡେଭିଡସନ Harley-Davidson Street 750 ବାଇକ୍‌କୁ…