ଅର୍ଜୁନ ଛାଲର ଫାଇଦା, ହାର୍ଟ ଉପରେ ପକାଇଥାଏ ଏହି ସବୁ ପ୍ରଭାବ
ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ନିଜ ହାର୍ଟକୁ ସୁସ୍ଥ ରଖିବା ଜରୁରୀ । କାରଣ ହାର୍ଟ ଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି କାଲିକା ସମୟରେ ପ୍ରତ୍ୟେକ ପିଢିର ଲୋକଙ୍କ ପାଖରେ ଏଭଳି ହାର୍ଟ ସମ୍ବନ୍ଧୀୟ ରୋଗର ସମସ୍ୟା ଦେଖିବାକୁ ମିଳୁଛି । ଏଥିରେ ଛୋଟ ଛୁଆ, ଯୁବକମାନେ…