Below header
Browsing Tag

heta tigers rescued

କୁୁଚିଣ୍ଡା କେଶାଇବାହାଲ ଅଞ୍ଚଳରୁ ଆହତ ହେଟା ବାଘ ଉଦ୍ଧାର, ଅଜଣା ଗାଡି ଧକ୍କାରେ ଭାଙ୍ଗିଯାଇଛି ଗୋଡ

କୁୁଚିଣ୍ଡା : କୁୁଚିଣ୍ଡା ଉପଖଣ୍ଡ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କେଶାଇବାହାଲ ଅଞ୍ଚଳରୁ ବାଘକୁ ଉଦ୍ଧାର କରିଛି ବନ ବିଭାଗ । ଚିକିତ୍ସା ପରେ ବାଘର ଅବସ୍ଥା ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି । ବାଘର ପଛପଟ ବାମ ଗୋଡ ଭାଙ୍ଗି ଯାଇଛି । ଅଜଣା ଗାଡି ଧକ୍କାରେ ହେଟା ବାଘଟି ଆହତ ହୋଇଥିବା…