Below header
Browsing Tag

highway toll plaza

ଆଉ ଦେବାକୁ ପଡିବନି ଟୋଲ ଟ୍ୟାକ୍ସ, ୧୦୦% ହୋଇଯିବ ଛାଡ

ନ୍ୟାସନାଲ ହାଇେଓ୍ଵରେ ଅତିକ୍ରମ କରିବା ସମୟରେ ଗାଡ଼ି ଚାଳକମାନଙ୍କୁ ଟୋଲ୍ ଟାକ୍ସ ଦେବାକୁ ପଡ଼ିଥାଏ । ସାରା ଦେଶର ନେସନାଲ ହାଇୱେ ସମେତ କିଛି ସାଧାରଣ ରାସ୍ତାରେ ମଧ୍ୟ ଟୋଲ ଟାକ୍ସ ଦେବାକୁ ପଡ଼େ । ତେବେ ବର୍ତ୍ତମାନ ଏହି ଟୋଲ ଟାକ୍ସରେ ୧୦୦% ଛାଡ଼ ପାଇପାରିବେ ଆପଣ । ଆଉ ଏହି ସୁବିଧା ପାଇପାରିବେ…

ଟୋଲ୍ ପ୍ଲାଜା ଫ୍ରି ଦେଶ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର, ଏଣିକି ଗାଡ଼ିରେ GPS ଲଗାଇବା ଜରୁରୀ ନଚେତ

କିଛି ଦିନ ତଳେ ଟୋଲ ପ୍ଲାଜା ରେ ମନ ଇଚ୍ଛା ପଇସା ନିଆଯାଉଥିବା ଅଭିଯୋଗ ଆସିଥିଲା। ଏମିତି ଅନେକ ଟୋଲ୍ ପ୍ଲାଜା ଅଛି ଯେଉଁଠି ପଇସା ନଦେଇ ଲୋକ ପଳାନ୍ତି ତ ଆଉ କେଉଁଠି ଲୋକଙ୍କୁ ପଇସା ଦେବାପରେ ଉଚିତ ରସିଦ ମିଳେନାହିଁ । ତେବେ ନିକଟରେ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା…