Browsing Tag

hockey player death case

ହକି ପଡିଆରେ ଜଗି ରହିଥିଲା ଯମ, ବିଦ୍ୟୁତ ଖୁଣ୍ଟ ଉଠାଉ ଉଠାଉ ଗଲା ଦୁଇ ଖେଳାଳିଙ୍କ ଜୀବନ

ସୁନ୍ଦରଗଡ଼(କେ ନ୍ୟୁଜ): ସବୁ ଦିନ ଭଳି ଅ।ଜି ମଧ୍ୟ ସକାଳୁ ହକି ଷ୍ଟିକ ଧରି ଘରୁ ବାହାରିଥିଲେ, ହକି ଖେଳିବେ ଅଭ୍ୟାସ କରିବେ ଘରକୁ ଫେରିବେ ହେଲେ ଜାଣି ନଥିଲେ ଅ।ଜି କିନ୍ତୁ ଅ।ଉ ଘରକୁ ଫେରିପାରିବେନି କାରଣ ହକି ପଡିଅ। ପାଖରେ ଜଗି ବସିଛି ଜମ। ରାଜଗାଙ୍ଗପୁର ଥାନା ଅଲଣ୍ଡା ପଂଚାୟତ ଗରିଅ।ମାଲ…