Browsing Tag

holidays tlif

ପୂଜା ଛୁଟି କଟେଇବାକୁ ଚାହୁଁଛନ୍ତି କି, ବୁଲିବାକୁ ଯାଆନ୍ତୁ ଏହି ସବୁ ସ୍ଥାନକୁ

ସମସ୍ତେ ଚାହାଁନ୍ତି ବ୍ୟସ୍ତ ବହୁଳ ଜୀବନରୁ ଟିକେ ଫୁରସତ ମିଳିଲେ ବାହାରୁ ବୁଲି ଆସିବାକୁ । ମାତ୍ର ବିଭିନ୍ନ କାମ ପ୍ରେସରରେ କେହି ଯାଇପାରି ନ ଥାନ୍ତି । ବର୍ଷକ ୧୨ମାସ ଭିତରେ ଅକ୍ଟୋବରରେ ପ୍ରାୟ ଲମ୍ବା ଛୁଟି ମିଳିଥାଏ । ଚଳିତ ବର୍ଷ ମଧ୍ୟ ଠିକ ସେମିତି ଛୁଟି ମିଳୁଛି । ଅକ୍ଟୋବର ୧୪ରେ ନବମୀ…