Browsing Tag

hotel tips

୨୧୦୦ ଟଙ୍କାର ଡିନର କରି ୧.୫ ଲକ୍ଷ ଟଙ୍କା ଟିପ୍‌ ଦେଲେ ବ୍ୟକ୍ତି, ଧନ୍ୟବାଦ ଜଣାଇଲେ ରେସ୍ତୋରାଁ ମାଲିକ

ବେଳେ ବେଳେ କିଛି ଲୋକଙ୍କର ଟିକିଏ ସାହାଯ୍ୟ ବି ଅନେକ ଲୋକଙ୍କ ଜୀବନରେ ଖୁସି ଭରିଦିଏ। ଠିକ୍‌ ସେଭଳି ଏକ ଘଟଣା ଘଟିଛି ଆମେରିକାର ଫ୍ଲେରିଡ଼ାରେ। ଏଠାରେ ଏକ ରୋସ୍ତୋରାଁରେ ୨୧୦୦ ଟଙ୍କାର ଖାଦ୍ୟ ଖାଇ ଜଣେ ବ୍ୟକ୍ତି ପ୍ରାୟ ୧.୫ ଲକ୍ଷ ଟଙ୍କା ଟିପ୍‌ ଦେଇଛନ୍ତି। ଏଥିସହ ଏହି ଟଙ୍କାକୁ ରେସ୍ତୋରାଁର…