Below header
Browsing Tag

house set on fire

ସ୍କୁଲ ଗୃହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବଣାଇ(କେନ୍ଯୁଜ୍): ସ୍କୁଲ ଘରେ ଲାଗିଲା ନିଆଁ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର ତାଳବାହାଳୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଏବଂ ଅନ୍ୟ କିଛି ଜାଳେଣି କାଠ ରଖା ଯାଇଥିବା ଗୃହରେ ଗତକାଲି ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା । ଯାହା ଫଳରେ ସବୁ ସାମଗ୍ରୀ ପୋଡି ନଷ୍ଟ ହୋଇ…

ଭଦ୍ରକ: ପିରହାଟ ପାଢି ସାହିରେ ଜଳିଗଲା ୮ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ପିରହାଟ ଥାନା ପିରହାଟ ପାଢି ସାହିରେ ଅଗ୍ନିକାଣ୍ଡ ଘଟି ୮ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଘର କରଣା ସାମଗ୍ରୀ ସହ ଧାନ , ଚାଉଳ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍‌ଗ ଘଟିଥିବା ବେଳେ ବିଦ୍ୟୁତ…