ଆଧାରକୁ ମୋବାଇଲ୍, ଓ୍ବାଲେଟ୍ ଓ ବ୍ୟାଙ୍କରୁ କେମିତି କରିବେ ଡି-ଲିଙ୍କ୍ ? ଜାଣନ୍ତୁ ପ୍ରକ୍ରିୟା
ଆଧାରର ଗୋପନୀୟତା ଓ ସାମ୍ବିଧାନିକ ବୈଧତା ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସାରିଛନ୍ତି । କେବଳ ପାନ୍ କାର୍ଡ, ଆୟକର ରିଟର୍ଣ୍ଣ ଫାଇଲ୍, ଜନକଲ୍ୟାଣକାରୀ ସରକାରୀ ଯୋଜନା ଓ ସବସିଡି ଆଦି କ୍ଷେତ୍ରରେ ଆଧାର ଲିଙ୍କ୍ ବାଧ୍ୟତାମୂଳକ । ତେବେ ବ୍ୟାଙ୍କ…