Huaweiକୁ ଟକ୍କର ଦେବାକୁ ଯାଉଛି Samsungର ନୂଆ ଟ୍ରାଇ ଫୋଲ୍ଡ ସ୍ମାର୍ଟଫୋନ୍, ଲିକ୍ ହେଲା ଡିଟେଲସ୍
ଦକ୍ଷିଣ କୋରିଆର ଲୋକପ୍ରିୟ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାମସଙ୍ଗ ଖୁବ୍ ଶୀଘ୍ର ଏକ ଟ୍ରିପଲ୍ ଫୋଲ୍ଡ ଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ନିକଟରେ Huawei Mate XT Ultimate Edition ଲଞ୍ଚ କରିଥିଲା, ଯାହାକୁ ସାମସଙ୍ଗ ବର୍ତ୍ତମାନ କଠୋର ପ୍ରତିଯୋଗିତା ଦେବ ବୋଲି ଆଶା କରାଯାଉଛି…