Browsing Tag

husband abscond

ବାଲେଶ୍ୱର: ପ୍ରତାରଣା କଲା ସିନ୍ଦୁର, ଚାକିରି ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଓ ବିବାହ ପରେ ସ୍ୱାମୀ ଫେରାର

ବାଲେଶ୍ବର(କେନ୍ୟୁଜ୍): ଚାକିରି ପ୍ରଲୋଭନ ଦେଖାଇ ମୁମ୍ବାଇ ନେଲେ । ଅନିଚ୍ଛା ସତ୍ତ୍ୱେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି , ବାହା ବି ହେଲେ । ଏବେ ସ୍ୱାମୀ ଫେରାର୍‌ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଧରମଦ୍ୱାର ଗାଁରୁ। ଅଭିଯୋଗକାରିଣୀ ହେଲେ ସସ୍ମିତା ରଣା।…