ପୁରୀ : ବାସେଳି ସାହି ସହ ଏକା ସାଙ୍ଗେ ସହରର ୫ ଜଣ ଆଇଆଇସିଙ୍କ ବଦଳି
ପୁରୀ (କେ ନ୍ୟୁଜ୍) : ପୁରୀ ହାଜତ ମୃତ୍ୟୁ ମାମଲାର ପ୍ରଭାବ ପଡ଼ିଲା ପୁରୀ ପୋଲିସ୍ ଉପରେ । ବଦଳି ହେଲେ ପୁରୀ ବାସେଳି ସାହି ଥାନା ଆଇଆଇସି ଜୀବନାନନ୍ଦ ଜେନା । ହାଜତ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ପୁରୀ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ…