Below header
Browsing Tag

illegal moram

ବେଆଇନ ମୋରମ ଉତ୍ତୋଳନ ମାମଲା: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୨୮ କୋଟି ଜରିମାନା

ଯାଜପୁର(କେନ୍ୟୁଜ): ବେଆଇନ ମୋରମ ଉତ୍ତୋଳନ ମାମଲାରେ ଯାଜପୁର ଜିଲ୍ଲା ପ୍ରଶାସନର ଛାଟ । ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ଧର୍ମଶାଳାର ସ୍ଥାନୀୟ ନେତା ସର୍ବେଶ୍ୱର ବେହୁରାଙ୍କ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୨୮ କୋଟି ଟଙ୍କା ଜରିମାନା କରାଯାଇଛି । ଜିଲ୍ଲାର ଦର୍ପଣ ତହସିଲ ଅଧୀନ…

ଯାଜପୁର: ବେଧଡ଼କ ଚାଲିଛି ବେଆଇନ ମୋରମ୍ ଲୁଟ, ୫ ହାଇଓ୍ୱାକୁ ଜବତ କଲା ବନ ବିଭାଗ

ଯାଜପୁର ରୋଡ( କେ ନ୍ୟୁଜ): ବେଆଇନ ମୋରମକ ଟ୍ରକ ଜବତ।  କଟକ ବନାଞ୍ଚଳ ଅନ୍ତର୍ଗତ ଯାଜପୁର ରୋଡ ରେଞ୍ଜ ଅଧୀନସ୍ଥ ପଛିକୋଟ କୋରାବନ୍ଦୀ ମୌଜାରୁ ମୋରମ୍ ଲୁଟ କରୁଥିବା ୫ଟି ହାଇୱା କୁ ଜବତ କରିଛନ୍ତି ଯାଜପୁର ଫରେଷ୍ଟ ଅଧିକାରୀ। ବେଆଇନ ଭାବେ ମୋରମ୍ ଉତୋଳନ କରୁଥିବା ହାଇୱା ଗୁଡିକର ଡ୍ରାଇଭର…