ବେଡରୁମ୍ରେ ସାଥୀଙ୍କୁ ଚରମ ସୁଖ ଦେଇପାରୁନାହାନ୍ତି କି! ଜାଣନ୍ତୁ ନପୁଂସକତାର ଲକ୍ଷଣ, କାରଣ ଓ ନିରାକରଣ
ଶାରୀରିକ ସମ୍ପର୍କ ବେଳେ ଲିଙ୍ଗରେ ଉତ୍ତେଜନା ନ ଆସିବା ବା ଉତ୍ତେଜନା ନ ରହିବା ସମସ୍ୟାକୁ ଇରେକ୍ଟାଇଲ ଇନ୍ଫେକସନ୍ ବା ନପୁଂସକତା କୁହାଯାଏ। ଏହି ସମସ୍ୟା ଧୀରେ ଧୀରେ ହୀନ ଭାବନାକୁ ବୃଦ୍ଧି କରେ। ନପୁଂସକତା ବିଭିନ୍ନ କାରଣରୁ ଦେଖାଦିଏ। ଯଥା: ଔଷଧ ସେବନ, ମଦ ବା ଧୂମପାନ, ଶାରୀରିକ…