Browsing Category

ରିଲେସନସିପ

ରିଲେସନସିପ୍‌ ଟିପ୍ସ : ପାର୍ଟନରଙ୍କ ସହ ବ୍ରେକ୍‌ଅପ୍‌ ହୋଇଗଲେ, ଏହି ଟିପ୍ସକୁ ଆପଣାଇ ନିଜର ଯତ୍ନ ନିଅନ୍ତୁ

ପ୍ରତ୍ୟେକ ବ୍ୟକ୍ତି ଏହା ଭାବିବା କଥା ଯେ କେହି ଚାଲିଗଲେ କାହାର ଜୀବନ ଅଟକି ଯାଏ ନାହିଁ । ଯଦି ଆପଣ କିଛି ରିଲେସନସିପ୍‌ରେ ରହିଥିଲେ ଓ କୌଣସି କାରଣରୁ ଆପଣଙ୍କ ସମ୍ପର୍କ ଆଗକୁ ବଢ଼ିପାରିନି । ସେଥିପାଇଁ ବିବ୍ରତ ହେବା ଆବଶ୍ୟକ ନାହିଁ । ଯେତେବେଳେ ଆମେ କାହାର ପ୍ରେମରେ ଥାଉ ସବୁ କିଛି…

ଭୂଲରେ ବି ପିତା-ମାତାଙ୍କୁ କୁହନ୍ତୁ ନାହିଁ ଏହି ୪ କଥା, ତାଙ୍କ ମନରେ ପହଞ୍ଚିବ ବଡ଼ କଷ୍ଟ

ଧିରେ ଧିରେ ପରିବାରରେ ସ୍ନେହଁ ମମତା କମି କମି ଯାଉଛି । ପରିବାର ଆଉ ଆଗ ଭଳି ଯୌଥ ପରିବାର ହୋଇ ରହିନାହିଁ । ଏବେ ସବୁ କ୍ଷୁଦ୍ର ବା ଅଣୁ ପରିବାର । ଆମେ ଦୁଇ ଆମର ଦୁଇ ନୀତିରେ ଗଡ଼ି ଚାଲିଛି ପରିବାର । ବୁଢ଼ା ପିତା-ମାତା ହୋଇ ଯାଇଛନ୍ତି ନିହାତି ଅଦରକାରୀ ଓ କମିଯାଇଛି ସ୍ନେହଁ ପ୍ରେମ ।…

ନିଜ ପିଲାଙ୍କୁ କେବେ ଅନ୍ୟ ପିଲାଙ୍କ ସହ କରନ୍ତୁ ନାହିଁ ତୁଳନା, ହେବ ବଡ଼ କ୍ଷତି

ମାତା-ପିତା ସର୍ବଦା ନିଜ ପିଲାଙ୍କୁ ଆଗରେ ଦେଖିବାକୁ ଚାହାଁନ୍ତି । ଯଦି ଆପଣଙ୍କ ପିଲା କେଉଁ ଗୁଣରେ ଟିକିଏ କମ ରହିଛି । କେବେ ବି ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତୁ ନାହିଁ । ଏହା ଆପଣଙ୍କ ପିଲାର ବଡ଼ କ୍ଷତି କରିଦେଇଥାଏ । କାରଣ ଏହା ଆପଣଙ୍କ ପିଲା ମନ ଉପରେ ବଡ଼ ମାନସିକ ଚାପ ପକାଇଥାଏ । ଆଜି…

କାହିଁକି ପାଳନ କରାଯାଏ ବନ୍ଧୁତା ଦିବସ, ଜାଣନ୍ତୁ ଆଜି ଏହାର ଇତିହାସ

ଆଜି ଦେଶ ପାଳୁଛି ବନ୍ଧୁତା ଦିବସ । ବନ୍ଧୁତାର ମହତ୍ୱକୁ ମନେ ପକାଇ ଏହି ଦିନରେ ସମସ୍ତେ ନିଜ ବନ୍ଧୁ ମାନଙ୍କୁ ଦିବସର ଶୁଭେଚ୍ଛା ଜଣାଉଛନ୍ତି । ବନ୍ଧୁତା ଏମିତି ଏକ ସମ୍ପର୍କ, ଯାହା ବିନା ଜୀବନ ଅଧୁରା । ଏହା ଏମିତି ଏକ ସମ୍ପର୍କ ଯେଉଁଠି କୌଣସି ସର୍ତ୍ତ ନଥାଏ । ତେବେ ସବୁ ଦିବସ ପାଳନ କରିବାର…

‘ସ୍ୱାମୀଙ୍କୁ ସେକ୍ସ ପାଇଁ କେବେ ବି କରନ୍ତୁନି ମନା’, ଆମେରିକା ମଡେଲଙ୍କ ଏହି ବୟାନ ଏବେ ବିବାଦରେ

ନୂଆଦିଲ୍ଲୀ : ଆମେରିକାର ପ୍ରସିଦ୍ଧ ମଡେଲ କପ୍ରେିସ ବୋରେଟ୍‌ଙ୍କ ଏକ ବିବାଦୀୟ ବୟାନକୁ ନେଇ ସୃଷ୍ଟି ହୋଇଛି ଝଡ଼ । ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି- ‘ ସ୍ୱାମୀଙ୍କୁ ସେକ୍ସ ପାଇଁ କେବେ ବି ମନା କରିବା ଉଚିତ ନୁହେଁ । ’ କେପ୍ରିସ ଆହୁରି କହିଛନ୍ତି, ‘‘ମହିଳାଙ୍କୁ…

ଏଭଳି ଲୋକଙ୍କ ଫିଜିକାଲ ଲାଇଫ୍‌ ଅନ୍ୟମାନଙ୍କ ତୁଳନାରେ ହୋଇଥାଏ ଅଧିକ ସୁଖଦ, ନିଶ୍ଚୟ ଜାଣନ୍ତୁ

ଯେ କୌଣସି ବୈବାହିକ ଜୀବନ ପାଇଁ ବିଶ୍ୱାସ, ଭରସା ସହ ଆଉ ଏକ ଜିନିଷ ବି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତାହା ହେଉଛି ଶାରିରୀକ ସମ୍ପର୍କ। ଫିଜିକାଲ ଇଣ୍ଟିମେସୀ ଯୋଗୁ ବୈବାହିକ ଜୀବନରେ ରୋମାଞ୍ଚ ବଜାୟ ରହେ ଓ ଦମ୍ପତି ପରସ୍ପର ସହ ବୋର୍‌ ହୁଅନ୍ତି ନାହିଁ। ଏହା ବିନା ସମ୍ପର୍କ ମଜଭୁତ ହୁଏ…

ଯଦି ଆପଣଙ୍କ ପାର୍ଟନର ବି ହୋଇଛନ୍ତି କରୋନା ପଜିଟିଭ, ତେବେ ଏସବୁ ବିଷୟ ପ୍ରତି ହୁଅନ୍ତୁ ଅଧିକ ଯତ୍ନବାନ

କରୋନାର ଦ୍ଵିତୀୟ ସଂକ୍ରମଣ ଏବେ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହେଉଛନ୍ତି। ଏଣୁ ବର୍ତ୍ତମାନ ସ୍ଥିତିରେ ନିଜର ତଥା ନିଜ ପରିଜନଙ୍କ ଯତ୍ନ ନେବା ଆବଶ୍ୟକ ହୋଇପଡ଼ିଛି। ସବୁ ପ୍ରକାର ସଚେତନତା ପରେ ବି ଯଦି ଆପଣଙ୍କ ପାର୍ଟନର କରୋନା…

ସ୍କାଏ ଡାଇଭିଂ ବେଳେ ମଝି ଆକାଶରେ ଶାରୀରିକ ସମ୍ପର୍କ ରଖୁଥିଲେ କପଲ, ଯିବାକୁ ପଡ଼ିଲା ହସ୍ପିଟାଲ

ମଝି ଆକାଶରେ ଶାରୀରିକ ସମ୍ପର୍କ ରଖିଲେ କପଲ। ବିଶ୍ୱାସ ହେଉନଥିଲେ ବି ଏକ ପ୍ରେମୀ ଯୁଗଳ ଏଭଳି କରିଛନ୍ତି। କିନ୍ତୁ ତା’ପରେ ତାଙ୍କର ଏମିତି ଅବସ୍ଥା ହେଲା ଯେ ସେମାନେ ଆଉ ବିଛଣାରୁ ଉଠିପାରିଲେନି। ପୂରା ୩ ମାସ୍‌ ଖଟରେ ପଡ଼ି ରହିଲେ। କାରଣ ଶାରୀରିକ ସମ୍ପର୍କ ରଖିବା ବେଳେ ତାଙ୍କ ଏୟାର ବ୍ୟାଗ୍‌…

ଭାରତୀୟ ପୁରୁଷଙ୍କଠାରେ ବଢ଼ୁଛି ଇନ୍‌ଫର୍ଟିଲିଟି ସମସ୍ୟା, ତୁରନ୍ତ ଛାଡ଼ନ୍ତୁ ଏସବୁ ଖରାପ ଅଭ୍ୟାସ

ଅଧିକାଂଶ ଲୋକଙ୍କର ବିଳମ୍ବିତ ରାତି ଯାଏଁ ମୋବାଇଲ କିମ୍ବା ଲାପଟପ୍‌ରେ କିଛି ନା କିଛି ଦେଖିବା ଅଭ୍ୟାସ ରହିଛି। କିନ୍ତୁ ଏହି ଅଭ୍ୟାସ ପୁରୁଷଙ୍କ ପାଇଁ ଖରାପ ସାବ୍ୟସ୍ତ ହୋଇପାରେ। ଏକ ନୂଆ ରିସର୍ଚ୍ଚ ମୁତାବକ, ଫୋନ୍‌ରୁ ବାହାରୁଥିବା ବ୍ଲୁ ଲାଇଟ୍‌ ପୁରୁଷଙ୍କ ସ୍ପର୍ମ କ୍ୱାଲିଟିକୁ ଖରାପ…

ପିପିଇ କିଟ୍‌ ଖୋଲି କରୋନା ରୋଗୀଙ୍କ ସହ ବାଥ୍‌ରୁମ୍‌ରେ ଶାରୀରିକ ସମ୍ପର୍କ ରଖିଲେ ନର୍ସ, ଏମିତି ହେଲା ଖୁଲାସା

କରୋନା ଭାଇରସ୍‌ ମହାମାରୀ ବେଳେ ଲୋକଙ୍କୁ ବାରମ୍ବାର ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଉଛି। ଲୋକମାନେ ମଧ୍ୟ ଏହି ନିୟମକୁ ପାଳନ କରୁଛନ୍ତି। କିନ୍ତୁ ଇଣ୍ଡୋନେସିଆରେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଇଣ୍ଡୋନେସିଆରେ ଜଣେ ନର୍ସ ଏକ କରୋନା ରୋଗୀ ସହ…

ଘରକୁ ଆସୁଥିବା ଅତିଥିଙ୍କୁ କଦାପି ପଚାରନ୍ତୁ ନାହିଁ ଏହି ୩ଟି ପ୍ରଶ୍ନ, ଜାଣନ୍ତୁ କାହିଁକି

ଅତିଥିଙ୍କୁ ଆଦର, ସତ୍କାର କରିବା ଏକ ଶିଷ୍ଟାଚାର ହୋଇଥାଏ। ଗ୍ରନ୍ଥ ଅନୁସାରେ, ଏଥିରେ ପୁଣ୍ୟ ବି ବଢ଼ିଥାଏ। ବିଷ୍ଣୁ ପୁରାଣରେ କୁହାଯାଇଛି କି, ଅତିଥି ଘରକୁ ଆସିଲେ ତାଙ୍କୁ କେଉଁ କେଉଁ କଥା ସବୁ କହିବା ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ। ୧. ଶିକ୍ଷା ଉପରେ…

ଏକ ସେକେଣ୍ଡରୁ ବି କମ୍‌ ସମୟ ମଧ୍ୟରେ କାହା ପ୍ରତି ଆକର୍ଷିତ ହୋଇଥାଏ ମଣିଷ, ରିସର୍ଚ୍ଚରେ ହେଲା ବଡ଼ ଖୁଲାସା

କାହା ପ୍ରତି ଆକର୍ଷିତ ହେବାକୁ ଏକ ସେକେଣ୍ଡରୁ ବି କମ୍‌ ସମୟ ଲାଗେ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଏଭଳି ଖୁଲାସା ହୋଇଛି। ଜର୍ଣ୍ଣାଲ ନ୍ୟୁରୋସାଇନ୍ସ ଲେଟର୍ସରେ ପ୍ରକାଶିତ ଏ ରିପୋର୍ଟ ମୁତାବକ କୌଣସି ବ୍ୟକ୍ତି ୨୪୪ ମିଲି ସେକେଣ୍ଡରେ(୦.୨ ସେକେଣ୍ଡ)ରେ ହିଁ ସାମ୍ନା ବ୍ୟକ୍ତିର ଲିଙ୍ଗ…