Browsing Tag

ind-aus 4th test

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ସିରାଜଙ୍କ କମାଲ ବୋଲିଂ ରୋକିଲା ଅଷ୍ଟ୍ରେଲିଆର ବ୍ଯାଟିଂ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ୨୯୪ ରନରେ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଏହାସହ ଭାରତକୁ ବିଜୟ ପାଇଁ ୩୨୮ ରନ୍ ଟାର୍ଗେଟ୍ ଦେଇଛି । ଭାରତ ପକ୍ଷରୁ ବୋଲର ମହମ୍ମଦ ସିରାଜ ୫ଟି ଓ ଶର୍ଦ୍ଦୁଳ ଠାକୁର ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଓ୍ୱାସିଂଟନ ସୁନ୍ଦର…

ଭାରତକୁ ସମ୍ମାନଜନକ ସ୍କୋରରେ ପହଁଚାଇଲେ ଶର୍ଦ୍ଦୁଳ ଠାକୁର ଓ ୱାଶିଂଟନ ସୁନ୍ଦର, ପ୍ରଥମ ଇନିଂସରେ ୩୩୬ ରନରେ ଅଲଆଉଟ୍…

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୩୬ ରନରେ ଅଲଆଉଟ୍ ହୋଇଛି । ଖେଳର ତୃତୀୟ ଦିନରେ ଭାରତ ସମସ୍ତ ଓ୍ୱିକେଟ୍ ହରାଇଛି । ଏହାସହ ଅଷ୍ଟ୍ରେଲିଆଠାରୁ ପ୍ରଥମ ଇନିଂସରେ ୩୩ ରନରେ ପଛୁଆ ରହିଛି । ଟିମ୍ ଇଣ୍ଡିଆର ଅଲରାଉଣ୍ଡର…

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ଲଞ୍ଚ ବ୍ରେକ ସୁଦ୍ଧା ଭାରତର ସ୍କୋର ୧୬୩/୫

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବ୍ରିସ୍‌ବେନ୍ ଚତୁର୍ଥ ଟେଷ୍ଟର ଆଜି ତୃତୀୟ ଦିନ । ଆଜି ତୃତୀୟ ଦିନରେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ବଡ଼ ପାର୍ଟନରସିପ୍ ହେବ ବୋଲି ଆଶା କରାଯାଉଥିଲା । ପ୍ରଥମରୁ ଦୁଇ ଜଣ ଭଲ ପ୍ରଦର୍ଶନ କରିଥିଲେ । ହେଲେ ଜୋଶ୍ ହେଜଲଉଡ୍‌ଙ୍କ ଶିକାର…

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ୩୬୯ରେ ଅଲଆଉଟ ହେଲା କଙ୍ଗାରୁ ଦଳ, ଭାରତର ବ୍ଯାଟିଂ ଜାରି

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ବ୍ରିସବେନ ଟେଷ୍ଟର ପ୍ରଥମ ଇନିଂସରେ କଙ୍ଗାରୁ ଟିମ୍ ୩୬୯ରେ ଅଲଆଇଟ୍ ହୋଇଯାଇଛି। ଲଞ୍ଚ୍ ବ୍ରେକ୍ ସୁଦ୍ଧା କଙ୍ଗାରୁ ଦଳ ସମସ୍ତ ଓ୍ୱିକେଟ୍ ହରାଇଥିଲା । ଏବେ ଟିମ୍ ଇଣ୍ଡିଆ ୪ ଓଭର ଖେଳି ୫ ରନ୍ କରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ…