Browsing Tag

India vs England live Score

ରୋମାଞ୍ଚକ ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ଯାଚ, ଜିତିବାକୁ ଦରକାର ୧୫୭ ରନ୍

ଭାରତ-ଇଂଲଣ୍ଡ ମଧ୍ୟରେ ନଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନର ଖେଳ ଶେଷ ହୋଇଛି । ଖେଳ ଶେଷ ସୁଦ୍ଧା ଭାରତ ୧ ଓ୍ୱିକେଟ୍ ହରାଇ ୫୨ ରନ୍ କରିଛି । କେଏଲ ରାହୁଲ ୨୬ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି । କ୍ରିଜରେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଉଭୟ ୧୨ ରନ୍ କରି ଅପାରେଜୟ…