Below header
Browsing Tag

India vs New Zealan

ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଆଗରେ ୩୨୫ ରନ୍‌ ଟାର୍ଗେଟ ରଖିଛି ଭାରତ

କେନ୍ୟୁଜ୍ : ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଆଗରେ ୩୨୫ ରନ୍‌ର ବିଜୟଲକ୍ଷ୍ୟ ରଖିଛି ଭାରତ। ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ ହରାଇ ୩୨୪ ରନ୍‌ କରିଛି। ଟପ୍‌ ଅର୍ଡର ଭଲ ଖେଳିଛନ୍ତି। ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ଵନ ଅର୍ଦ୍ଧଶତକ ହାସଲ…