ମେଜର ମୋହିତ ଶର୍ମାରୁ ଇଫତିଖାର୍ ଭଟ୍ଟ, ଆତଙ୍କୀଙ୍କ ଘରେ ପଶି ସେମାନଙ୍କୁ ହିଁ କରିଥିଲେ ନିପାତ
ପାକିସ୍ତାନ ଜାଣି ରଖୁ । କଣ କରି ପାରେ ଭାରତୀୟ ଯବାନ୍ । ସାହସ ଓ ଦେଶଭକ୍ତି ଭରପୂର ହୃଦୟ । ମାଟି ମାଆ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ । ସେହିଭଳି ଜଣେ ବୀର ଯବାନ୍ ମେଜର ମୋହିତ ଶର୍ମା । ତାଙ୍କ କାହାଣୀ ଭାରତୀୟ ସେନା ଭିତରୁ ମାତ୍ର ଗୋଟିଏ ଉଦାହରଣ । ମୋହିତ କରି ବସିଥିଲେ ଏମିତି ଦୁଃସାହସିକ…