ମହାକାଳଙ୍କ ଶରଣରେ ଭାରତୀୟ ମହିଳା କ୍ରିକେଟ ଟିମ୍, ନୂଆବର୍ଷରେ ଭସ୍ମ ଆଳତିରେ ହେଲେ ସାମିଲ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଉଜ୍ଜୈନରେ ନୂଆବର୍ଷ ଆରମ୍ଭରେ ବାବା ମହାକାଳଙ୍କ ଭସ୍ମ ଆଳତି କରାଯାଇଛି । ଦେଶର ହଜାର ହଜାର ଶ୍ରଦ୍ଧାଳୁ ଭସ୍ମ ଆଳତିରେ ସାମିଲ ହୋଇ ନବବର୍ଷର ମଙ୍ଗଳକାମନା କରିଛନ୍ତି । ନୂଆବର୍ଷ ଅବସରରେ ବାବା ମହାକାଳଙ୍କ ଆକର୍ଷଣୀୟ ଶୃଙ୍ଗାର କରାଯାଇଛି । ବାବା ମହାକାଳଙ୍କ ଭସ୍ମ…