FIH ହକି ଅଲମ୍ପିକ କ୍ୱାଲିଫାୟାର୍ସର ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ହକି ଟିମର ବଡ଼ ବିଜୟ, ଆମେରିକା ଟିମକୁ ୧-୫ ଗୋଲରେ କଲା ପରାସ୍ତ

ଭୁବନେଶ୍ବର(କେନ୍ୟୁଜ୍):  ଏଫଆଇଏଚ ହକି ଅଲମ୍ପିକ କ୍ୱାଲିଫାୟାର୍ସ ର ପ୍ରଥମ ମ୍ୟାଚ ରେ ଭାରତୀୟ ମହିଳା ହକି ଟିମ ର ବଡ଼ ବିଜୟ । ଆମେରିକା ମହିଳା ଟିମ କୁ ୧-୫ ଗୋଲରେ ପରାସ୍ତ କଲା ଭାରତ । ତିନି ଓଡ଼ିଆ ଝିଅ ଲିଲିମା ମିଞ୍ଜ, ଦୀପ ଗ୍ରେସ ଏକ୍କା ଓ ନମିତ ଟୋପୋଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଲିଥିଲା ମୈଦାନରେ  । ଭାରତ ପକ୍ଷରୁ ଓଡ଼ିଆ ଝିଅ ଲିଲିମା ମିଞ୍ଜ ପ୍ରଥମ ଗୋଲ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.