ଭାରତ ହରାଇଲା ରତ୍ନ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ
ଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ପଦ୍ମ ବିଭୂଷଣ ରତନ ଟାଟା । ଜଣେ ରତ୍ନଙ୍କୁ ହରାଇଛି ଭାରତ। ୮୬ ବର୍ଷରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ରତନ ନାଭାଲ ଟାଟା । ବୟସାଧିକ କାରଣରୁ…