Below header
Browsing Tag

innovation

୭ମ ଶ୍ରେଣୀରୁ ହିଁ ବନ୍ଦ ହୋଇଯାଇଥିଲା ପାଠପଢ଼ା, ଏବେ ନିଜ ପ୍ରତିଭା ବଳରେ ଆବିଷ୍କାର କଲେ ୩୬୦ ଡିଗ୍ରୀ ଘୁର୍ଣ୍ଣନ…

ମାତ୍ର ୭ମ ଶ୍ରେଣୀ ଯାଏ ପାଠ ପଢ଼ିଥିବା ଗୁଜରାଟର ଜଣେ ବ୍ୟକ୍ତି ନିଜ ପ୍ରତିଭା ବଳରେ ୩୬୦ ଡିଗ୍ରୀ ଘୁର୍ଣ୍ଣନ କରୁଥିବା ଏକ ପଙ୍ଖା ତିଆରି କରିଛନ୍ତି। ସ୍କୁଲ ଡ୍ରପଆଉଟ ୪୫ ବର୍ଷର ରୋହିତ କଲେରିଆ ଏଭଳି ଏକ ନିଆରା ଆବିଷ୍କାର କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ସୁରଟର ଖୋଲବାଡ଼ ଗାଁରେ ରହୁଥିବା…

ଶିକ୍ଷକ ମାସ୍କକୁ ହିଁ କରିଦେଲେ ‘ବହି’, କରୋନାରୁ ରକ୍ଷା ସାଙ୍ଗକୁ ଖେଳରେ ଖେଳରେ ଚାଲିଛି ପିଲାଙ୍କ…

କରୋନା ମହାମାରୀ ସମୟକୁ କିଛି ଲୋକ ଅବସରରେ ପରିଣତ କରି ବିଭିନ୍ନ ଆକ୍ଟିଭିଟି ଜାରି ରଖୁଛନ୍ତି। ବର୍ତ୍ତମାନ ସାରା ଦେଶରେ ଯେଉଁଠି ସ୍କୁଲ ବନ୍ଦ ଅଛି, ସେଠି ମଧ୍ୟପ୍ରଦେଶର ଜଣେ ଶିକ୍ଷକ ଅଜୟ ସୋନି ପିଲାମାନଙ୍କୁ ପାଠ ପଢ଼େଇବା ପାଇଁ ଅଜବ ଯୋଗାଡ଼ ବାହାର କରିଛନ୍ତି। ଅଜୟ ମାସ୍କକୁ ହିଁ 'ବହି'…

କାନକୁ ଶୁଭୁ ନ ଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଧରଣର ମାସ୍କ ପ୍ରସ୍ତୁତ କରୁଛନ୍ତି ଏହି କଲେଜ ଛାତ୍ରୀ, ମାଗଣାରେ…

କରୋନା ଭାଇରସ ପରେ ପୂରା ଦୁନିଆରେ ମେଡିକାଲ ସପ୍ଲାଇ ଏକପ୍ରକାର ବନ୍ଦ ହୋଇଯାଇଛି। କେଉଁଠି ମାସ୍କ ମିଳୁନାହିଁ ତ କେଉଁଠି ସାନିଟାଇଜର ମିଳୁନାହିଁ। ତଥାପି ମେଡିକାଲ ୱାର୍କରମାନେ ଦିନରାତି ଲୋକଙ୍କ ସେବା କରୁଛନ୍ତି। ତେବେ ଏହାରି ଭିତରେ ଜଣେ କଲେଜ ଛାତ୍ରୀ ସମସ୍ତଙ୍କ ହୃଦୟ ଜିତିଯାଇଛନ୍ତି।…