Below header
Browsing Tag

inquiry

ଅଗ୍ନିଶମ ସାର୍ଟିଫିକେଟ୍‌ ପ୍ରଦାନ ଅହେତୁକ ବିଳମ୍ବ ଅଭିଯୋଗର ଆରମ୍ଭ ହୋଇଛି ବିଧିବଦ୍ଧ ତଦନ୍ତ

ଭୁବନେଶ୍ବର(କେନ୍ୟୁଜ୍): ଅଗ୍ନିଶମ ସାର୍ଟିଫିକେଟ୍‌ ପ୍ରଦାନରେ ଅହେତୁକ ବିଳମ୍ବ ଅଭିଯୋଗର ଆରମ୍ଭ ହେଲା ଖୋଳତାଡ଼ । ତଦନ୍ତ କରୁଛନ୍ତି ତିନି ଜଣିଆ ଉଚ୍ଚସ୍ତରୀୟ କମିଟି । କମିଟିର ମୁଖ୍ୟ ଅଛନ୍ତି ମୁଖ୍ୟ ଶାସନ ସଚିବ ଅସିିତ ତ୍ରିପାଠୀ । ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଗୃହ ସଚିବ ସଞ୍ଜୀବ…

ବୁର୍ଲା ଭିମସାରରେ HIV ସଂକ୍ରମିତ ରୋଗୀଙ୍କ ଅପରେସନ କରାଯିବା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ବୁର୍ଲା ମେଡିକାଲ…

ସମ୍ବଲପୁର(କେନ୍ୟୁଜ୍):    ବୁର୍ଲା ଭିମସାର ମେଡିକାଲର ଦନ୍ତ ବିଭାଗରେ ଜଣେ HIV ସଂକ୍ରମିତ ରୋଗୀଙ୍କ ଅପରେସନ କରାଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ବୁର୍ଲା ମେଡିକାଲ ସୁପରିଟେଣ୍ଡେଣ୍ଟ। ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ କରାଯାଇଛି। ଅଭିଯୋଗ ଅନୁଯାୟୀ ବୁର୍ଲା ମେଡିକାଲର ଦନ୍ତ ବିଭାଗରେ…

ଚିଟଫଣ୍ଡ ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନମୋହନ ଦାସ କମିଶନଙ୍କ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ

ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନମୋହନ ଦାସ କମିଶନଙ୍କ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ । ୪୨୧ଟି ଚିଟଫଣ୍ଡ କମ୍ପାନୀ ସମ୍ପର୍କରେ ୧୬ ହଜାର ୯୫୭ ପୃଷ୍ଠାର ଏହି ରିପୋର୍ଟକୁ କମିଶନଙ୍କ ସଚିବ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ୧ ଲକ୍ଷ ୩୬ ହଜାର ୨୭…