Below header
Browsing Tag

internet plans

୧୧୫ ସହରରେ ଲଞ୍ଚ ହେଲା Jio AirFiber ସର୍ଭିସ, ଜାଣନ୍ତୁ ଏହାର ପ୍ଲାନ୍‌ ଏବଂ ଦାମ୍‌

ରିଲାଏନ୍ସ Jioର AirFiber ସର୍ଭିସ ଭାରତର ୧୧୫ ସହରରେ ଆରମ୍ଭ ହୋଇଯାଇଛି । ପଥମେ ଏହି ସର୍ଭିସ କିଛି ମେଟ୍ରୋ ସହରରେ ହିଁ ସୀମିତ ଥିଲା ।Jio AirFiber ଡିଭାଇସ୍‌ ଜରିଆରେ କମ୍ପାନୀ ବିନା ତାରରେ ଆପଣଙ୍କ ଘରେ ଏବଂ ଅଫିସରେ 1.5Gbps ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିବାର ସୁବିଧା ଯୋଗାଇଥାଏ ।…

BSNL ର ତିନିଟି ନୂଆ ଇଣ୍ଟରନେଟ୍ ପ୍ରିପେଡ ପ୍ଲାନ ଲଞ୍ଚ୍, ୫୬ ଟଙ୍କାରେ ମିଳିବ ୧୦ ଜିବି ଡାଟା

କରୋନା ସମୟରେ ବିଏସଏନଏଲ୍ ୱାର୍କ ଫ୍ରମ ହୋମ୍ ପାଇଁ ନୂଆ ଇଣ୍ଟରନେଟ ପ୍ଲାନ ଲଞ୍ଚ୍ କରିଛି। ବିଏସଏନଏଲ୍ ଏହି ପ୍ଲାନ ଘରେ ଇଣ୍ଟରନେଟ୍ ବ୍ଯବହାର ପାଇଁ ଲଞ୍ଚ କରିଥିଲା। ଏହି ପ୍ଲାନରେ କଲିଂ କିମ୍ବା ଏସଏମଏର ସୁବିଧା ମିଳିବ ନାହିଁ। କିନ୍ତୁ ଇଣ୍ଟରନେଟ ବ୍ଯବହାର ପାଇଁ ବହୁତ ଜବରଦସ୍ତ ସୁବିଧା…