ଏ ୫ଜଣ ହେଉଛନ୍ତି ଦୁନିଆର ଏମିତି ଆବିଷ୍କାରକ, ଯାହାଙ୍କ ମୃତ୍ୟୁ ସେମାନଙ୍କ ଆବିଷ୍କାର ପରୀକ୍ଷଣରେ ହିଁ ଘଟିଥିଲା
ମଣିଷ ମନରେ ସାଧାରଣତଃ ଅନେକ ଜିଜ୍ଞାସା ରହିଥାଏ। ଦକ୍ଷତା ଏବଂ ଅଧ୍ୟବସାୟ ବଳରେ ସେ ବିଭିନ୍ନ ଘଟଣାକୁ ଅନୁଧ୍ୟାନ କରି ତାହାକୁ ବୁଝିବାକୁ ପ୍ରଚେଷ୍ଟା କରେ। ଏଥିପାଇଁ ସେ ଭିନ୍ନ ଭିନ୍ନ ଆବିଷ୍କାର କରେ। କିନ୍ତୁ ବେଳେବେଳେ ଏହା ଯନ୍ତ୍ରଣାଦାୟକ ହୋଇଥାଏ। ଏପରି କି, ପରୀକ୍ଷଣ ସମୟରେ ଖୋଦ୍…