୧୯୮୬ ବ୍ୟାଚ୍ ଆଇପିଏସ ଅଫିସରଙ୍କୁ ମିଳିଛି ଗୁରୁ ଦାୟିତ୍ୱ, ଏପର୍ଯ୍ୟନ୍ତ ତିନି ଜଣ ପାଇସାରିଛନ୍ତି ଡିଜି ପଦ
କେନ୍ୟୁଜ୍(ବ୍ୟୁରୋ): ଆର ପି ଶର୍ମା, ବି କେ ଶର୍ମା, ଏବେ ଶ୍ରୀ ଅଭୟ କୁମାର । ୧୯୮୬ ବ୍ୟାଚ୍ର ତିନି ଆଇପିଏସ ହେଲେଣି ଡିଜି । ବଡ଼ ପଦରେ ୧୯୮୬ ବ୍ୟାଚ୍ ଆଇପିଏସ ଅଫିସର । ଜଣେ ସିବିଆଇର ଅନ୍ତରୀଣ ମୁଖ୍ୟ ପଦ ସମ୍ଭାଳି ସାରିଛନ୍ତି । ଆଉ ଜଣେ ଏନଟିଆରଓ ନିର୍ଦେଶକ । ତେବେ ଏହି ବ୍ୟାଚ୍ର…