ମାତ୍ର ୧୨ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷା ଦେବେ ଏହି ବିସ୍ମୟ ବାଳକ, କହିଲେ ‘ମୁଁ ଆଇଜାକ୍ ନିଉଟନ୍ଙ୍କ ଭଳି’
ମାତ୍ର ୧୨ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେବେ ଜଣେ ବାଳକ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଆସାମର ଚୁରାଚାନ୍ଦପୁର ଜିଲ୍ଲାର କାଙ୍ଗବଇ ଗାଁର ଜଣେ ୧୨ ବର୍ଷର ଛାତ୍ର ୧୦ମ ବୋର୍ଡ ପରୀକ୍ଷା ଦେବେ। ଏତେ କମ୍ ବୟସରୁ ବୋର୍ଡ ପରୀକ୍ଷା ଦେଉଥିବା ଆସାମର ସେ ହେଉଛନ୍ତି ଏକମାତ୍ର…