Browsing Tag

Jagannath art

ଜଗନ୍ନାଥଙ୍କ ଚିତ୍ର ଥିବା ପାପୋଛ ବିକ୍ରି ଘଟଣା, ଅନଲାଇନ ପ୍ଲାଟଫର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସୁଦର୍ଶନ…

ପୁରୀ : କିଛି ଦିନ ତଳେ AliExpress ଅନଲାଇନ ସାଇଡରେ କୋଟି ଓଡ଼ିଆଙ୍କ ମଉଡ଼ମଣୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ଥିବା ପାପୋଛ ବିକ୍ରି ହେଉଥିଲା । ଏମିତିକି ସେଥିରେ ସପିଂ ଡିଟେଲ୍ସରେ ଲର୍ଡ ଜଗନ୍ନାଥ ବା ଭଗବାନ ଜଗନ୍ନାଥ ମଧ୍ୟ ଉଲ୍ଲେଖ ରହିଥିଲା । ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ…

ଜଗତସିଂହପୁର ସ୍ଥିତ ଶାରଳା ପୀଠରେ ଜଗନ୍ନାଥ ମହୋତ୍ସବ ଉଦଯାପିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ବାଣୀକ୍ଷେତ୍ର ଝଙ୍କଡ଼ ସ୍ଥିତ ଶାରଳା ପୀଠରେ ପାଳିତ ହେଉଥିବା ଦ୍ୱାଦଶ ବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର, ଗତକାଲି ଏକାଦଶୀ ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ସାରଳା ସେବାୟତମାନଙ୍କ ଦ୍ଵାରା,…

ଜଗା ପାଇଁ ସମର୍ପିତ ପୂର୍ଣ୍ଣଚନ୍ଦ୍ର ସାର୍’ଙ୍କ ଜୀବନ: ତାଙ୍କ ଅନୁଭୂତି ଶୁଣିଲେ ଯେକେହିବି ଚକିତ ହେବ

ଗୁଣୁପୁର : କୋଟି ଓଡ଼ିଆଙ୍କ ମଉଡମଣି ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ତାଙ୍କୁ ପାଇବା ପାଇଁ ଭକ୍ତ ସବୁବେଳେ ବ୍ୟାକୁଳ । ଭକ୍ତଙ୍କ ଭାବ ପାଇବା ପାଇଁ ଭଗବାନ ବି ବ୍ୟାକୁଳିତ । ଜଗନ୍ନାଥଙ୍କ ଅନେକ ଅଲୌକିକ ଘଟଣା ଦେଖିବାକୁ ମିଳେ । ସେଥି ମଧ୍ୟରୁ ପୂର୍ଣ୍ଣ ମାଷ୍ଟ୍ରେଙ୍କ ଘଟଣା ଅନ୍ୟତମ ।…

ପ୍ଲାଷ୍ଟିକ ଡବାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭକ୍ତମାନଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା । ଏନେଇ ଚାରିଆଡ ଜଗନ୍ନାଥମୟ । ଏହି ଅବସରରେ କିଛି ଛାତ୍ରଛାତ୍ରୀ ନିଜ କଳା ମାଧ୍ୟମରେ ମହାପ୍ରଭୁଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବାକୁ ପରିପ୍ରକାଶ କରିଛନ୍ତି । ଅଦରକାରୀ ପ୍ଲାଷ୍ଟିକ ଡବାରେ ତିଆରି କରିଛନ୍ତି ମହାପ୍ରଭୁଙ୍କ ଅତି ସୁନ୍ଦର ପ୍ରତିକୃତି । ଯାହା…

ଇଞ୍ଜିନିୟରିଂ ଛାତ୍ରୀଙ୍କ ଦ୍ୱାରା କୁନ୍ଦନରେ ତିଆରି ତିନି ଠାକୁରଙ୍କ କଳାକୃତି

ବ୍ରହ୍ମପୁର : ଜଗତର ନାଥ ବୋଲି ନାଁ ତାଙ୍କର ଜଗନ୍ନାଥ । ନୀଳାଚଳ ବିହାରୀ ପ୍ରଭୁ ନୀଳାଦ୍ରିନାଥ । ସେ ସୃଷ୍ଟି ସେ ଶ୍ରଷ୍ଟା । ସବୁଠାରୁ ବଡ କଥା ସେ ଭକତ ବତ୍ସଳ । ତାଙ୍କୁ ଯିଏ ଯେମିତି, ଯେଉଁଠି ଡାକେ ସେ ତାଙ୍କ ଭକ୍ତର ଡାକ ଶୁଣିଥାନ୍ତି । ତେବେ ମହାପ୍ରଭୁଙ୍କ ତ ଅସଂଖ୍ୟ ଭକ୍ତ । ସେହି ଭକ୍ତ…

ଜେଜେବାପାଙ୍କ ପରେ ବାପା ଆଉ ଏବେ ମୁଁ କରୁଛି ତାପରେ ମୋ ପୁଅ

ଜୟପୁର (କେନ୍ୟୁଜ) : ଜଗତର ନାଥ ଜଗନ୍ନାଥ। ତାଙ୍କ ପାଇଁ ବାରମାସରେ ତେର ପର୍ବ ପାଳିତ ହୁଏ। ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥିରେ ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଏ। ଏହିଦିନ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ତିନିଟି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି।…

ଯୁବଶିଳ୍ପୀ ବିଶ୍ୱଜିତ ନାୟକଙ୍କ କମାଲ୍: ଆଇସକ୍ରିମ୍‌ ଷ୍ଟିକରେ ନିର୍ମାଣ କଲେ ଜଗନ୍ନାଥଙ୍କ ଗଜାନନ ବେଶ

ପୁରୀ(କେନ୍ଯୁଜ୍): ଚଳିତ ବର୍ଷ ବିନା ଭକ୍ତରେ ହେବ ସ୍ନାନଯାତ୍ରା । ଏଥିପାଇଁ ଯୁବଶିଳ୍ପୀ ବିଶ୍ୱଜିତ ନାୟକ ୩୦ ଇଞ୍ଚ ଉଚ୍ଚ ଓ ୨୬ ଇଞ୍ଚ ପ୍ରସ୍ଥ ମାପର ଜଗନ୍ନାଥଙ୍କ ଗଜାନନ ବେଶର କ୍ଷୁଦ୍ର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ୧୪୭୫ଟି ଆଇସକ୍ରିମ୍‌ ଷ୍ଟିକ୍‌ ବ୍ୟବହାର କରି ଏହି…