Below header
Browsing Tag

jai bhim

‘ଜୟ ଭୀମ୍‌’ ଯୋଗୁ ଆଇନ୍‌ ଜାଲରେ ଫସିଲେ ସାଉଥ୍‌ ଷ୍ଟାର ସୂର୍ଯ୍ୟା ସିଂହମ୍ ଓ ଫିଲ୍ମ ନିର୍ଦ୍ଦେଶକ, ମାମଲା ରୁଜୁ…

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ଏବେ ନିଜ ଫିଲ୍ମକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ରହିଛି। ପୁଷ୍ପା, ଆର୍‌ଆର୍‌ଆର୍‌ ଓ କେଜିଏଫ୍‌ ୨ର ଅଭୁତପୂର୍ବ ସଫଳତା ପରେ ବଲିଉଡ୍‌ ଠାରୁ ବି ଅଧିକ ସଫଳତା ସାଉଁଟିଛି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀ। କିନ୍ତୁ ଅନ୍ୟପଟେ ସାଉଥ୍‌ର ଅନେକ କଳାକାର ଆଇନ୍‌…

‘ଜୟ ଭୀମ୍‌’ ଯୋଗୁ ସାଉଥ୍‌ଷ୍ଟାର ସୂର୍ଯ୍ୟାଙ୍କୁ ଆକ୍ରମଣ ଧମକ, ଘର ଆଗରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଦକ୍ଷିଣ ଭାରତୀୟ ଫିଲ୍ମ ଷ୍ଟାର ସୂର୍ଯ୍ୟା ଏବେ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜୟ ଭୀମ୍‌’ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସୂର୍ଯ୍ୟା ଜଣେ ଓକିଲ ଭାବେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ଜାତି ଆଧାରରେ ହେଉଥିବା ଭେଦଭାବ ପ୍ରଦର୍ଶିତ କରାଯାଇଛି। ତେବେ ଏହି ଫିଲ୍ମକୁ ବନ୍ନିୟାର…