Browsing Tag

jain practice

ନିଆଁରେ ଜଳିବାରେ ଲାଗିଥିଲେ ଜୈନ ସାଧ୍ୱୀ, ତଥାପି ଛାଡ଼ିଲେନି ସାଧନା, ମନ୍ତ୍ର ଜପ କରି କଲେ ଦେହତ୍ୟାଗ

ମଧ୍ୟପ୍ରଦେଶର ଛତରପୁରରେ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ, ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ଏହି ଘଟଣାରୁ ଧର୍ମ ପ୍ରତି ତାଙ୍କର ଆସ୍ଥା ଓ ବିଶ୍ୱାସ ମଧ୍ୟ ଆହୁରି ବଢ଼ିଯିବ। ଛତରପୁରର ନୈନାଗିର ଜୈନ ତୀର୍ଥରେ ସାଧନା ସମୟରେ ଜଣେ ଜୈନ ସାଧ୍ୱୀ ନିଅାଁରେ ଜଳିବାରେ…