Below header
Browsing Tag

jajpur drowning

ଯାଜପୁର: ନଦୀରେ ବୁଡି ଗଲା ୨ ଭାଇଙ୍କ ଜୀବନ

ଯାଜପୁର (କେନ୍ଯଜୁ) : ଧର୍ମଶାଳା ଥାନା ମଙ୍ଗଳପୁର ପଞ୍ଚାୟତ କୋଠିଡିହ ଗାଁରେ ଘଟିଛି ଅଘଟଣ। ଗତକାଲି ଘରୁ ଖେଳିବାକୁ କହି  ଘରୁ ବାହାରିଥିଲେ ୨ ଭାଇ। ହେଲେ ଘରକୁ ଫେରିନଥିଲେ। ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ମୃତକ ହେଲେ ଗାଁର ହାପିଜ ଅବଦୁଲଙ୍କ ୨ନାବାଳକ…

ଯାଜପୁର: ଖରସ୍ରୋତା ନଦୀରେ ଗାଧୋଇବା ହେଲା କାଳ, ନଦୀରେ ବୁଡି ଦୁଇ ଭାଇଙ୍କ ସଲୀଳ ସମାଧି

ଯାଜପୁର (କେନ୍ୟୁଜ): ଗାଧୋଇବା ବେଳେ ଖରସ୍ରୋତା ନଦୀରେ ବୁଡି ଗଲେ ଦୁଇ ଭାଇ। ଓଡ୍ରାଫ ଟିମ ସାହାଯ୍ୟରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି  ଯାଜପୁର ବ୍ଲକ ବେରୁଦା ପଞ୍ଚାୟତ ଚିନ୍ତାପଲି…

ବ୍ରାହ୍ମଣୀ ନଦୀରେ ଭାସୁଥିବା ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର, ଅପହରଣ ନେଇ ଥାନାରେ ହୋଇଥିଲା ଅଭିଯୋଗ

ଯାଜପୁର(କେନ୍ୟୁଜ): ବ୍ରାହ୍ମଣୀ ନଦୀର ରୁଦ୍ରପୁର ନିକଟରୁ ଆଜି ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳିକା ଜଣକ ହେଲେ ସ୍ଥାନୀୟ କାକୁଡିକୁଦ ଗ୍ରାମର ଜୟନ୍ତ ପତିଙ୍କ ଝିଅ ସାବିତ୍ରୀ (୧୭)। ସାବିତ୍ରୀ ଗତ ୧୭ତାରିଖ ଦିନ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ଏନେଇ ପରିବାର…