Browsing Tag

Jason Watkins suicide

ରେମୋଙ୍କ ପରିବାରର ପ୍ରିୟ ଲୋକ କଲେ ଆତ୍ମହତ୍ୟା, ମୁମ୍ବାଇ ସ୍ଥିତ ଫ୍ଲାଟରୁ ମିଳିଲା ଝୁଲନ୍ତା ଶବ

ଜଣାଶୁଣା କୋରିଓଗ୍ରାଫର ତଥା ଫିଲ୍ମ ନିର୍ମାତା ରେମୋ ଡି’ସୁଜାଙ୍କ ଶଳା ଜେସନ ୱାଟକିନ୍ସ ଆତ୍ମହତ୍ୟା କରିଛନ୍ତି। ଜେସନଙ୍କ ମୃତଦେହ ମୁମ୍ବାଇର ମିଲାଟ ନଗରସ୍ଥିତ ତାଙ୍କ ଘରୁ ମିଳିଛି। ସେ ତାଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ରେମୋଙ୍କ ପତ୍ନୀ ଲିଜେଲ ସଂପୂର୍ଣ୍ଣ ଭାବେ…