Browsing Tag

jawan last rite

କେନ୍ଦୁଝର : ବିଏସଏଫ ଯବାନ ଯଦୁମଣି ତ୍ରିପାଠୀଙ୍କର ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ

କେନ୍ଦୁଝର (କେ ନ୍ୟୁଜ): ବିଏସଏଫ ଯବାନ ଯଦୁମଣି ତ୍ରିପାଠୀଙ୍କର ଶେଷକୃତ୍ୟ ଜଗନ୍ନାଥପୁରରେ ସମ୍ପର୍ଣ୍ଣ ହୋଇଛି  । ଏହି ଯବାନ ଜଣଙ୍କ ହେଉଛନ୍ତି କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ମୂଳ ବାସିନ୍ଦା  । ଏହି ଯବାନ ଜଣଙ୍କ ବଙ୍ଗଳାଦେଶ ବର୍ଡ଼ରରେ କାର୍ଯ୍ୟରତ ଥିବା ବେଳେ ହଟାତ…